ଦିବ୍ୟୌଷଧି Dibya̲u̲shadhi

  • ସଂ. ବି. (ଦିବ୍ୟ+ଓଷଧି=କର୍ମଧା.) — ମନଃଶୀଳା — Red arsenic
  • ସଂ. ବି. (ଦିବ୍ୟ+ଓଷଧି=କର୍ମଧା.) — ଦେବଦତ୍ତ ଔଷଧି — A drug or medicine obtained from divine beings