ଦିବ୍ୟୋଦକ Dibyodaka

  • ସଂ. ବି. (ଦିବ୍ୟ+ଉଦକ, କର୍ମଧାରୟ) — ଆକାଶରୁ ପତିତ ଜଳ; ମେଘ ଜଳ — Rain-water
  • ସଂ. ବି. (ଦିବ୍ୟ+ଉଦକ, କର୍ମଧାରୟ) — କାକର; ଶିଶିର — Dew