ଦିଧିଷୂ Didhishū
- ସଂ. ବି. ସ୍ତ୍ରୀ — ଦୁଇବାର ବିବାହିତା ସ୍ତ୍ରୀ — A woman twice married
- ସଂ. ବି. ସ୍ତ୍ରୀ — ଦୁତୀୟ ହୋଇଥିବା ବିଧବା; ଠାୟାଁଣୀ — A remarried widow
- ସଂ. ବି. ସ୍ତ୍ରୀ — ଅଗ୍ରେଦିଧିଷୂ; ବଡ଼ ଭଉଣୀ ଅବିବାହିତା ଥାଉ ଥାଉଁ ଯେଉଁ ସାନ ଭଉଣୀ ବିବାହ କରେ। (ହି. ଶବ୍ଦସାଗର) — A girl who has been given in marriage before her elder sister
- ସଂ. ବି. ସ୍ତ୍ରୀ — ବିବାହିତା ସାନ ଭଉଣୀର ଅବିବାହିତା ବଡ଼ ଭଉଣୀ — An unmarried elder sister of a married girl (Apte)
- ସଂ. ବି. ସ୍ତ୍ରୀ — [ଦ୍ର—ଏପରି ବିବାହିତା ସାନ ଭଉଣୀକୁ ଅଗ୍ରେଦିଧିଷୂ କୁହା ଯାଏ।]