ଦିଧିଷୁ Didhishu
- ସଂ. ବି. ପୁଂ—(ଧିଷ୍ ଧାତୁ=ଶବ୍ଦ କରିବା+କର୍ମ. ଉ) — ଦୁଇବାର ବିବାହିତ ପୁରୁଷ — A twice-married male
- ସଂ. ବି. ପୁଂ—(ଧିଷ୍ ଧାତୁ=ଶବ୍ଦ କରିବା+କର୍ମ. ଉ) — ଦ୍ୱିତୀୟ ବିବାହ କରିଥିବା ବିଧବାର ସ୍ୱାମୀ; ଠାୟାଁ — A husband of a remarried widow
- ସଂ. ବି. ପୁଂ—(ଧିଷ୍ ଧାତୁ=ଶବ୍ଦ କରିବା+କର୍ମ. ଉ) — ବର ପାତ୍ର — A suitor (Apte)
- ସଂ. ବି. ପୁଂ—(ଧିଷ୍ ଧାତୁ=ଶବ୍ଦ କରିବା+କର୍ମ. ଉ) — ସ୍ୱାମୀ; ବର — Husband (Apte)
- ସଂ. ବି. ପୁଂ—(ଧିଷ୍ ଧାତୁ=ଶବ୍ଦ କରିବା+କର୍ମ. ଉ) — ଗର୍ଭଧାନକାରୀ ବ୍ଯକ୍ତି (ହି. ଶବ୍ଦସାଗର) — A man through whom a woman conceives
- ସ୍ତ୍ରୀ — ଦିଧିଷୂ (ଦେଖ) — Didhishū (See)
- ସ୍ତ୍ରୀ — ବରପୂର୍ବା କନ୍ଯା — A girl who has already been betrothed
- ସ୍ତ୍ରୀ — ପୁନର୍ବିବାହିତା ଅକ୍ଷତଯୋନି ବିଧବା — A virgin widow remarried (Apte)