ଦିଧକ୍ଷମାଣ Didhakshamāṇa

  • ସଂ. ବିଣ. ପୁଂ. (ଦହ୍ ଧାତୁ=ପୋଡ଼ିବା+ଇଚ୍ଛାର୍ଥେ ସନ୍= ଦିଧକ୍ଷ ଧାତୁ+କର୍ତ୍ତୃ. ସାନଚ୍) — ଯେ ପୋଡ଼ିଦେବାକୁ ଇଚ୍ଛା କରୁଅଛି — Desirous of setting on fire