ଦିଆ Diā

  • ଦେ.ବିଣ. (ସଂ. ଦା ଧାତୁ) — (ସଂ. ଦତ୍ତ) ଦତ୍ତ; ପ୍ରଦତ୍ତ — Given; bestowed
  • ଦେ.ବିଣ. (ସଂ. ଦା ଧାତୁ) — ବୈଦ୍ୟକୁ ଯାଗ ଭାଗ କେବେ ଦିଆ ନାହିଁ। କୃଷ୍ଣସିଂହ. ଭାଗବତ।
  • ଦେ.ବିଣ. (ସଂ. ଦା ଧାତୁ) — (ସଂ. ଦୟାଳୁ) ଦୟାଳୁ; ଦୟାଶୀଳ — Kind-hearted
  • ଦେ.ବିଣ. (ସଂ. ଦା ଧାତୁ) — (ସଂ. ଦାତା) ଦାନଶୀଳ; ମୁକ୍ତହସ୍ତ — Liberal; bounteous
  • ଦେ.ବିଣ. (ସଂ. ଦା ଧାତୁ) — (ଯଥା— ସେ ଯୁ ଦିଆ ଲୋକ, ତା କଥା କହିଲେ ନ ସରେ ।)
  • ବି — ଦେବା — Giving
  • ବି — (ଯଥା—ସେ ବେଶ୍ ଦିଆ ନିଆ କରେ।)
  • ବି — ଦେବାବାଲା ବ୍ଯକ୍ତି; ଦାତା — Giver; a doner
  • ବି — ଦିଅକୁ ଦିଆ, ଅଦିଆକୁ ଦୁଆରଦିଆ. ଢଗ।