ଦିଅଁ ଫିଅଁ Diañ phiañ

  • ଦେ. ବି (ନିରର୍ଥକ ଦ୍ୱିତୀୟ ସହଚର ଶବ୍ଦ; ଦିଅଁ ଶବ୍ଦ ସଙ୍ଗେ ଧ୍ୱନ୍ୟନୁକାରୀ ଫିଅଁ ଶବ୍ଦର ଯୋଗ; ତୁଳ. ଘିଅ ଫିଅ) — ଠାକୁରମାନେ — Idols; Deities
  • ଦେ. ବି (ନିରର୍ଥକ ଦ୍ୱିତୀୟ ସହଚର ଶବ୍ଦ; ଦିଅଁ ଶବ୍ଦ ସଙ୍ଗେ ଧ୍ୱନ୍ୟନୁକାରୀ ଫିଅଁ ଶବ୍ଦର ଯୋଗ; ତୁଳ. ଘିଅ ଫିଅ) — ଦେବତା ଆଦି — Deities etc
  • ଦେ. ବି (ନିରର୍ଥକ ଦ୍ୱିତୀୟ ସହଚର ଶବ୍ଦ; ଦିଅଁ ଶବ୍ଦ ସଙ୍ଗେ ଧ୍ୱନ୍ୟନୁକାରୀ ଫିଅଁ ଶବ୍ଦର ଯୋଗ; ତୁଳ. ଘିଅ ଫିଅ) — (ଯଥା—ଆମେ ତୁମେ ହିନ୍ଦୁଙ୍କ ଦିଅଁ ଫିଅଁଙ୍କୁ ମାନୁ ନାହିଁ ।)