ଦିଆକ ଖୋଦ୍ Diāk khod

  • ବୈଦେ.ଅ. (ହିନ୍ଦୀରୁ ଅନୁକୃତ) — ନିଜେ ଦେବା; ସ୍ୱୟଂ ଦେଇଥିବା — Paid by one's-self
  • ବୈଦେ.ଅ. (ହିନ୍ଦୀରୁ ଅନୁକୃତ) — (ଯଥା—ଏ ତମସୁକର ସୁଧ ଭରିଣାକୁ ଦିଆକ୍ ଖୋଦ୍ ଖାତକ।)
  • ବୈଦେ.ଅ. (ହିନ୍ଦୀରୁ ଅନୁକୃତ) — [ଦ୍ର—ଏଥିରେ ସାଙ୍କେତିକ 'ଦି ଖୋଦ୍'।]