ଦିଆକ Diāk
- ଦେ. ଅ. (ହିନ୍ଦୀରୁ ଅନୁକୃତ) — (ଅମୁକ) ଦ୍ୱାରା ପ୍ରଦତ୍ତ; (ଅମୁକର) ମାରଫତରେ ପ୍ରଦତ୍ତ — Paid through
- ଦେ. ଅ. (ହିନ୍ଦୀରୁ ଅନୁକୃତ) — (ଯଥା—ଦିଆକ୍ ରାମହରିମିଶ୍ର=ରାମ— ହରି ମିଶ୍ରଙ୍କଦ୍ୱାରା ଦତ୍ତ।)
- ଦେ. ଅ. (ହିନ୍ଦୀରୁ ଅନୁକୃତ) — [ଦ୍ର—ଏଥିରେ ସାଙ୍କେତିକ 'ଦି' କିମ୍ବା କରଣୀ (ଚିତ୍ର) ଲେଖା ଯାଏ। ଯଥା—ଖଜଣା 'ଦି' ରାମହରି ମିଶ୍ର; ଏ ତମସୁକର ସୁଧ (ଚିତ୍ର) ଖାତକଙ୍କ ପୁଅ ଗୋପାଳ ହୋତା।]