ଦିଆଲି Diāli

  • ଦେ. ବି (ସଂ. ଦୀପାବଳୀ) — କାର୍ତ୍ତିକ ଅମାବାସ୍ୟା — The new moon of the month of Kārttika
  • ଦେ. ବି (ସଂ. ଦୀପାବଳୀ) — ଆରେ ଛତରା। ଦଶରା ଗଲା; ଦିଆଲି ଗଲା ବାକି ରହିଗଲା ବାଲିଯାତରା (କଟକ ସହର ପ୍ରବଚନ)