ଦିଆଶଲାଇ Diāṡalāi

  • ଦେ.ବି. (ସଂ. ଦୀପ ଓ ଶଳାକା) — ଡିଆସିଲି; ନିଆଁ କାଠି; ଗନ୍ଧକାଦି ଲିପ୍ତ ବିସ୍ଫୋରକ କାଠି — Match-stick
  • ଦେ.ବି. (ସଂ. ଦୀପ ଓ ଶଳାକା) — ନିଆଁ ପୋଡ଼ି; ନିଆଁ କାଠ ଥିବା ବାକ୍ସ — Match box