ଦିଆଇବା Diāibā

  • ଦେ. କ୍ରି. (ସଂ.ଦା ଧାତୁ ଣିଚ ଦାପି ଧାତୁ; ଦେବା କ୍ରିୟାର ଣିଜନ୍ତରୂପ) — ଅନ୍ୟଦ୍ୱାରା ଦେବା କ୍ରିୟା କରିବା — To cause (another) to give; to cause to be given
  • ଦେ. କ୍ରି. (ସଂ.ଦା ଧାତୁ ଣିଚ ଦାପି ଧାତୁ; ଦେବା କ୍ରିୟାର ଣିଜନ୍ତରୂପ) — ଦ୍ୱିଜଗଣେ ଉତ୍ତମ ବିସାକୁ ଦିଆଅ. କୃଷ୍ଣସିଂହ. ମହାଭାରତ ସଭା।