ଦାରୁଣା Dāruṇā
- ସଂ. ବି. ସ୍ତ୍ରୀ (ଦାରୁଣ+ଆ) — ବୈଶାଖ ଶୁକ୍ଲ ତୃତୀୟା; ଅକ୍ଷୟ ତୃତୀୟା — The third day of the bright fortnight of the month of Ba̲i̱ṡākha
- ସଂ. ବି. ସ୍ତ୍ରୀ (ଦାରୁଣ+ଆ) — [ଦ୍ର—ଏହା ଚନ୍ଦନଯାତ୍ରାର ପ୍ରଥମ ଦିନ।]
- ସଂ. ବି. ସ୍ତ୍ରୀ (ଦାରୁଣ+ଆ) — ଦେବୀବିଶେଷ; ନର୍ମଦା ଖଣ୍ଡର ଅଧିଷ୍ଠାତ୍ରୀ ଦେବୀ — Name of a Goddess
- ସଂ. ବିଣ. ସ୍ତ୍ରୀ — ଦାରୁଣର ସ୍ତ୍ରୀଲିଙ୍ଗ — Feminine of Dāruṇa
- ଗ୍ରା. ବିଣ. (ସଂ. ଦାରୁଣ) — ଦାରୁଣ; କ୍ରୂର; ନିଷ୍ଠୁର — Cruel
- ଗ୍ରା. ବିଣ. (ସଂ. ଦାରୁଣ) — (ଯଥା—ସେ ଲୋକଟା ଦାରୁଣାଟାଏ।)