ଦାରୁଭୂତ ମୁରାରି Dārubhūta murāri

  • ଦେ. ବିଣ. (ସଂ. ଦାରୁଭୂତୋ ମୁରାରି=ବିଷ୍ଣୁ ଦାରୁ ଭୂତ ହୋଇ ଅଛନ୍ତି, ଅର୍ଥାତ୍ ଜଗନ୍ନାଥଙ୍କ ମୂର୍ତ୍ତିରୂପେ କାଠ ପାଲଟି ଯାଇ ଅଛନ୍ତି) — କିଂକର୍ତ୍ତବ୍ଯବିମୂଢ଼ — 1. Dumbfounded; astonished
  • ଦେ. ବିଣ. (ସଂ. ଦାରୁଭୂତୋ ମୁରାରି=ବିଷ୍ଣୁ ଦାରୁ ଭୂତ ହୋଇ ଅଛନ୍ତି, ଅର୍ଥାତ୍ ଜଗନ୍ନାଥଙ୍କ ମୂର୍ତ୍ତିରୂପେ କାଠ ପାଲଟି ଯାଇ ଅଛନ୍ତି) — କାଠରେ ପରିଣତ — Turned to wood
  • ଦେ. ବିଣ. (ସଂ. ଦାରୁଭୂତୋ ମୁରାରି=ବିଷ୍ଣୁ ଦାରୁ ଭୂତ ହୋଇ ଅଛନ୍ତି, ଅର୍ଥାତ୍ ଜଗନ୍ନାଥଙ୍କ ମୂର୍ତ୍ତିରୂପେ କାଠ ପାଲଟି ଯାଇ ଅଛନ୍ତି) — [ଦ୍ର—ଏହା ନିମ୍ନଲିଖିତ ଶ୍ଲୋକର ଶେଷ ଧାଡ଼ିର ଶେଷ ଚରଣର ଶେଷ ଶବ୍ଦ ଦ୍ୱୟ:—ଏକା ଭାର୍ଯ୍ଯା ପ୍ରକୃତିମୁଖରା ଚଞ୍ଚଳ ଚ ଦ୍ୱିତୀୟା; ପୁତ୍ରୋପ୍ଯେକୋ ଭୁବନବିଜୟୀ ମନ୍ମଥୋ ଦୁର୍ନିବାରଃ; ଶେଷଃ ଶଯ୍ଯା ଶୟନ ମୁଦଧୌ ବାହନଂ ପନ୍ନଗାରି; ସ୍ମାରଂସ୍ମାରଂ ସୁଗୃହଚରିତଂ ଦାରୁଭୂତୋ ମୁରାରି।]