ଦାରୁଭୂତ Dārubhūta

  • ସଂ. ବିଣ. (ଦାରୁ+ଭୂତ=ପରିଣତ ବା ସ୍ୱରୁପ) — କାଠ ପାଲଟି ଯାଇଥିବା — Turned into wood
  • ସଂ. ବିଣ. (ଦାରୁ+ଭୂତ=ପରିଣତ ବା ସ୍ୱରୁପ) — ସ୍ତମ୍ଭୀଭୂତ; କାଠପରି ନିଷ୍ପନ୍ଦ — Skill and motionless
  • ସଂ. ବିଣ. (ଦାରୁ+ଭୂତ=ପରିଣତ ବା ସ୍ୱରୁପ) — ଅବାକ୍ — Rendered speechless