ଦାରୁମୁଷି Dārumushi
- ଦେ. ବି. (ସଂ. ଦାରୁବିଷ; ଦାରୁମୁଚ; ଦାରୁମୂଷା; ହି. ଶବ୍ଦ ସାଗର) — ମିଠା ବିଷ; କାଠ ବିଷ; ଏକ ପ୍ରକାର ସ୍ଥାବର ବିଷ; ମହୁରା — Aconite; aconitum Hellebore; a kind of[synonym(s):আতিয, কাঠবিঘ, মিঠাহবিঘसामुलक्षार, आतईस]vegetable poison used in medicine
- ଦେ. ବି. (ସଂ. ଦାରୁବିଷ; ଦାରୁମୁଚ; ଦାରୁମୂଷା; ହି. ଶବ୍ଦ ସାଗର) — [ଦ୍ର—ଏହା ହିମାଳୟ ପ୍ରଦେଶର ଉଦ୍ଭିଦବିଶେଷ; ଏହାର ଛାଲ ବିଷାକ୍ତ । ଏହା ଔଷଧରେ ବ୍ଯବହୃତ ହୁଏ।]
- ଦେ. ବି. (ସଂ. ଦାରୁବିଷ; ଦାରୁମୁଚ; ଦାରୁମୂଷା; ହି. ଶବ୍ଦ ସାଗର) — ଅତିବିଷା (ଦେଖ) — Atibishā (See)