ଦାରୁଣ Dāruṇa

  • ସଂ. ବିଣ. (ଦୃ ଧାତୁ, ଣିଚ୍ ଦାରି ଧାତୁ+କର୍ତ୍ତୃ. ଉନ୍) — ଭୟଙ୍କର; ଅତି ଭୟାନକ; ଭୀଷଣ — Awful; dreadful; horrible; frightful; awesome
  • ସଂ. ବିଣ. (ଦୃ ଧାତୁ, ଣିଚ୍ ଦାରି ଧାତୁ+କର୍ତ୍ତୃ. ଉନ୍) — ଅତ୍ୟଧିକ; ଉତ୍କଟ; କଠୋର; ଅତ୍ୟନ୍ତ; ଉଗ୍ର; ତୀବ୍ର — Intense; violent; severe; sharp
  • ସଂ. ବିଣ. (ଦୃ ଧାତୁ, ଣିଚ୍ ଦାରି ଧାତୁ+କର୍ତ୍ତୃ. ଉନ୍) — ନୃଶଂସ; କ୍ରୁର; ନିଷ୍ଠୁର — Cruel; relentless; harsh
  • ସଂ. ବିଣ. (ଦୃ ଧାତୁ, ଣିଚ୍ ଦାରି ଧାତୁ+କର୍ତ୍ତୃ. ଉନ୍) — ନିର୍ଦ୍ଦୟ — Heartless; unkind
  • ସଂ. ବିଣ. (ଦୃ ଧାତୁ, ଣିଚ୍ ଦାରି ଧାତୁ+କର୍ତ୍ତୃ. ଉନ୍) — କଠିନ — Hard
  • ସଂ. ବିଣ. (ଦୃ ଧାତୁ, ଣିଚ୍ ଦାରି ଧାତୁ+କର୍ତ୍ତୃ. ଉନ୍) — କର୍କଶ — Harsh; rough
  • ସଂ. ବିଣ. (ଦୃ ଧାତୁ, ଣିଚ୍ ଦାରି ଧାତୁ+କର୍ତ୍ତୃ. ଉନ୍) — କଷ୍ଟପ୍ରଦ — Painful; troublesome
  • ସଂ. ବିଣ. (ଦୃ ଧାତୁ, ଣିଚ୍ ଦାରି ଧାତୁ+କର୍ତ୍ତୃ. ଉନ୍) — ମର୍ମଭେଦୀ; ମର୍ମନ୍ତୁଦ; ଦୁଃସହ — Insufferable; unbearable; intolerable
  • ସଂ. ବିଣ. (ଦୃ ଧାତୁ, ଣିଚ୍ ଦାରି ଧାତୁ+କର୍ତ୍ତୃ. ଉନ୍) — ଦୁଃଖସାଧ୍ୟ — Difficult
  • ସଂ. ବିଣ. (ଦୃ ଧାତୁ, ଣିଚ୍ ଦାରି ଧାତୁ+କର୍ତ୍ତୃ. ଉନ୍) — ବିଦାରକ — Splitting; tearing; ending
  • ସଂ. ବି. — ଚିତ୍ରକ ବା ଧଳାଚିତା ଗଛ — The Leadwort plant
  • ସଂ. ବି. — ମୁରାସୁରର ସାନଭାଇ (ନୃସିଂହ ପୁରାଣୋକ୍ତ) — The brother of the demon Murā