ଦାରୁଜ Dāruja

  • ସଂ. ବିଣ. (ଦାରୁ+ଜନ୍ ଧାତୁ+କର୍ତ୍ତୃ. ଅ) — କାଷ୍ଠନିର୍ମିତ — Made of wood
  • ସଂ. ବିଣ. (ଦାରୁ+ଜନ୍ ଧାତୁ+କର୍ତ୍ତୃ. ଅ) — କାଷ୍ଠରୁ ଉତ୍ପନ୍ନ — Born of or produced from wood
  • ବି — ପଖୋଜ; ପଖଉଚ୍ଚ; ମାଦଳ; ମର୍ଦ୍ଦଳ — A kind of musical drum made of a hollow cylindar of wood, the two ends of which are covered with leather