ଦଶଦିକ୍ Daṡa dik

  • ସଂ. ବି — ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ, ଅଗ୍ନି, ବାୟୁ, ଈଶାନ, ନୈର୍ରୁତ, ଊର୍ଦ୍ଧ୍ୱ ଓ ଅଧଃ ଏହି ଦଶଟି ଦିଗ — The 8 points of the compass and the points above and below a man; the ten directions