ଦଶତ Daṡata

  • ଗ୍ରା. ବୈଦେ. (ଫା. ଦହସ୍ସତ୍) — କ୍ଳେଶ — Trouble
  • ଗ୍ରା. ବୈଦେ. (ଫା. ଦହସ୍ସତ୍) — ଯନ୍ତ୍ରଣା — Pain
  • ଗ୍ରା. ବୈଦେ. (ଫା. ଦହସ୍ସତ୍) — ଭୟ — Fear
  • ଗ୍ରା. ବୈଦେ. (ଫା. ଦହସ୍ସତ୍) — (ଯଥା—ରାତିରେ ଏକୁଟିଆଯିବାକୁ ମତେ ଦଶତ ହୁଏ ବା ଦଶତ ଲାଗେ।)