ଦଶଣା Daṡaṇā

  • ଗ୍ରା. ବି — ଦଶ ଅଣା — Ten annas
  • ଗ୍ରା. ବି — [ଦ୍ର—ତୁଳନା କର—ଆଠଣା=ଆଠ ଅଣା; ପାଞ୍ଚଣା = ପାଞ୍ଚ ଅଣା; ସାତଣା=ସାତ ଅଣା। ପୁନର୍ବାର ତୁଳନା କର—ତିନଣା=ତିନି ଅଣା; ଚାରଣା=ଚାରି ଅଣା।]