ଦଶଧା Daṡadhā

  • ସଂ. ଅ. (ଦଶ+ପ୍ରକାରାର୍ଥେ. ଧା) — ଦଶ ପ୍ରକାରେ — In ten ways; ten sorts of
  • ସଂ. ଅ. (ଦଶ+ପ୍ରକାରାର୍ଥେ. ଧା) — ଦଶଗୁଣ — Ten fold
  • ସଂ. ଅ. (ଦଶ+ପ୍ରକାରାର୍ଥେ. ଧା) — ଦଶ ଥର — Ten times