ଦଶତୁଠିଆ Daṡatuṭhiā

  • ଦେ. ବି — (ଗାଳିବିଶେଷ) ନିମ୍ନ ଶ୍ରେଣୀର ବ୍ରାହ୍ମଣ, ଯେଉଁ ବ୍ରାହ୍ମଣ ଦଶ ତୋଠରେ ପୌରୋହିତ୍ୟ କରେ — (an abusive ephithet) An inferior class of Brāhmaṇas who officiates at funerals
  • ଦେ. ବି — ଦଶ ତୁଠରେ ପିନ୍ଧାଯିବା ଲୁଗା — The cloth, worne at the Daṡatuṭha
  • ଦେ. ବିଣ. — ଅତି ନିକୃଷ୍ଟ ଓ ଛୋଟ (କରିଆ ଲୁଗା) — Very inferior and small (cloth)
  • ଦେ. ବିଣ. — [ଦ୍ର—ସାଧାରଣତଃ ଦଶ ତୁଠରେ ଉପସ୍ଥିତ ଜ୍ଞାତି ଓ ବନ୍ଧୁ— ମାନଙ୍କୁ ସ୍ନାନ ପରେ ଯେଉଁ ନୂଆ ଲୁଗା ପିନ୍ଧିବାକୁ ଦିଆଯାଏ ତାହା ଅତି ଛୋଟ ହୋଇଥାଏ।]