ଦରପୋଡ଼ା Darapoṟḍ̠ā

  • ଦେ. ବିଣ — ଅଧେ ପୋଡ଼ି ଯାଇଥିବା — Half-burnt
  • ଦେ. ବିଣ — (ଦରପଡ଼ା—ଅନ୍ଯରୂପ)
  • ଦେ. ବିଣ — ମତେ ଯେତେ ମାଠିବୁ ମାଠ; ମୁ ସେହି ଦରପୋଡ଼ା କାଠ । ଢଗ ।
  • ପ୍ରାଦେ. (ଯାଜପୁର) ଖଟ୍ଟା; ଅମ୍ଳ ସ୍ୱାଦବିଶିଷ୍ଟ — Having an acid taste; sour