ଦରବା Darabā
- ଦେ. ବି. — ଚିରାଲୁଗା ଦୁଇଖଣ୍ଡକୁ ସିଲେଇ କରି ପିନ୍ଧା ଲୁଗା ରୂପେ ଯେଉଁ ବସ୍ତ୍ରାଂଶ ବ୍ଯବହୃତ ହୁଏ — The torn end-pieces of cloth sewn together and used as a cloth for wearing
- ଦେ. ବି. — ଦରବା ଖଣ୍ଡିକେ ସାତ ତାଳି ସିଆଁ ଘରେ ସିନା ପିନ୍ଧି ହେବ । ଭିଖାରି ସାଆନ୍ତିଆ, ବାହା ।
- ଦେ. ବି. — [ଦ୍ର—ହିନ୍ଦୀ ଭାଷାରେ ମୋଟା ଧଡ଼ିଦାର୍ ଚାଦରକୁ ଦରବ ବୋଲାଯାଏ। ପାରାଭାଡ଼ି ଓ ପକ୍ଷୀ ବସା କରିଥିବା ଗଛର କୋରଡ଼କୁ ହିନ୍ଦୀରେ ଦରବା ବୋଲାଯାଏ—ହି. ଶବ୍ଦସାଗର ।]