ଦରପନ୍ତରା Darapantarā
- ଦେ. ବିଣ (ସଂ. ଅର୍ଦ୍ଧ+ପ୍ରାନ୍ତ) — ଦରକାଣ୍ଡିଆ (ଦେଖ) — Darakāṇḍiā (See)
- ଦେ. ବିଣ (ସଂ. ଅର୍ଦ୍ଧ+ପ୍ରାନ୍ତ) — ଦରଖଣ୍ଡିଆ (ଦେଖ) — Darakhaṇḍiā (See)
- ଦେ. ବିଣ (ସଂ. ଅର୍ଦ୍ଧ+ପ୍ରାନ୍ତ) — ଯେଉଁ ବ୍ଯକ୍ତି ନିର୍ଦ୍ଦିଷ୍ଟ ପଥ ବା ଦୂରତ୍ୱ ଅତିକ୍ରମ କରି ନ ଥାଏ — (a person) Who has not yet travelled the whole of the intended distance
- ଦେ. ବି — ଯେତେ ଦୂରତ୍ୱକୁ ଅତିକ୍ରମଣ କରିବାର କଥା ଥାଏ ତାହା ସମ୍ପୂର୍ଣ୍ଣରୂପେ ଅତିକ୍ରମଣ କରି ନ ଥିବା ଅବସ୍ଥା; ଅଧବାଟ — Half way