ଦରବ Daraba

  • ଗ୍ରା ବି. (ସଂ. ଦ୍ରବ୍ୟ) — ଦ୍ରବ୍ୟ; ପଦାର୍ଥ — Article; thing
  • ଗ୍ରା ବି. (ସଂ. ଦ୍ରବ୍ୟ) — ଆଉ ବାକି ଦରବମାନଙ୍କୁ ବୁହାଇ । କୃଷ୍ଣସିଂହ. ମହାଭାରତ. ବନ ।
  • ଗ୍ରା ବି. (ସଂ. ଦ୍ରବ୍ୟ) — ଦୌଲତ; ସମ୍ପତ୍ତି; ଧନ — Riches
  • ଗ୍ରା ବି. (ସଂ. ଦ୍ରବ୍ୟ) — [ଦ୍ର—ଏହା ଧନର ସହଚରରୂପେ ବ୍ଯବହୃତ ଯଥା—ଧନ ଦରବ=ଧନ ଦୌଲତ ।]