ଦରବାଇବା Darabāibā

  • ଗ୍ରା. (ପଦ୍ଯ) କ୍ରି.—(ସଂ. ଦ୍ରବ) — ଦ୍ରବାଇବା; ଦ୍ରବ କରିବା; ତରଳ କରିବା — To melt
  • ଗ୍ରା. (ପଦ୍ଯ) କ୍ରି.—(ସଂ. ଦ୍ରବ) — ଚନ୍ଦ୍ରମା ରସେ ତାକୁ ଦରବାଇବି । ଉପେନ୍ଦ୍ରଭଞ୍ଜ, ପ୍ରେମସୁଧାନିଧି ।