ଥାକୁଲା Thākulā

  • ଦେ. ବିଣ. ପୁଂ (ସଂ. ସ୍ଥୂଳକାୟ) — ସ୍ଥୂଳକାୟ; କୋଧା — Corpulent; fat; very stout
  • ଦେ. ବିଣ. ପୁଂ (ସଂ. ସ୍ଥୂଳକାୟ) — ବିଭା ହୋଇଥିଲି ଥାକୁଲାଟାକୁ ଚୁଡ଼ାକୁଟି ଖାଇବାକୁ—ଢଗ।