ଥାଟ Thāṭa

  • ଦେ. ବି. (ସଂ. ସ୍ଥିତି; ସଂ. ସ୍ଥାତୃ; ସ୍ଥାତା=ସ୍ଥିତିଶୀଳ; ଦଣ୍ଡାୟ— ମାନ) — ସୈନ୍ୟଦଳ — Army
  • ଦେ. ବି. (ସଂ. ସ୍ଥିତି; ସଂ. ସ୍ଥାତୃ; ସ୍ଥାତା=ସ୍ଥିତିଶୀଳ; ଦଣ୍ଡାୟ— ମାନ) — ସାଳିଦୀ ତଟିନୀ—ତୀରେ ପ୍ରବେଶନ୍ତେ, ଉତ୍କଳପତିଙ୍କ ଥାଟ। ରାଧାନାଥ. ପାର୍ବତୀ।
  • ଦେ. ବି. (ସଂ. ସ୍ଥିତି; ସଂ. ସ୍ଥାତୃ; ସ୍ଥାତା=ସ୍ଥିତିଶୀଳ; ଦଣ୍ଡାୟ— ମାନ) — ପ୍ରତିମାର ମେଢ଼; ଢାଞ୍ଚା — A frame work for an image's frame
  • ଦେ. ବି. (ସଂ. ସ୍ଥିତି; ସଂ. ସ୍ଥାତୃ; ସ୍ଥାତା=ସ୍ଥିତିଶୀଳ; ଦଣ୍ଡାୟ— ମାନ) — ଧଡ଼; କଙ୍କାଳ — Skeleton
  • ଦେ. ବି. (ସଂ. ସ୍ଥିତି; ସଂ. ସ୍ଥାତୃ; ସ୍ଥାତା=ସ୍ଥିତିଶୀଳ; ଦଣ୍ଡାୟ— ମାନ) — ଚାଳର ବାଉଁଶନିର୍ମିତ ଆବରଣ — The frame work for a thatched roof
  • ଦେ. ବି. (ସଂ. ସ୍ଥିତି; ସଂ. ସ୍ଥାତୃ; ସ୍ଥାତା=ସ୍ଥିତିଶୀଳ; ଦଣ୍ଡାୟ— ମାନ) — ବାହ୍ୟ ଆଡ଼ମ୍ବର; ଢପ — Out-ward frame; out-ward show
  • ଦେ. ବି. (ସଂ. ସ୍ଥିତି; ସଂ. ସ୍ଥାତୃ; ସ୍ଥାତା=ସ୍ଥିତିଶୀଳ; ଦଣ୍ଡାୟ— ମାନ) — ସମୂହ — Collection
  • ଦେ. ବି. (ସଂ. ସ୍ଥିତି; ସଂ. ସ୍ଥାତୃ; ସ୍ଥାତା=ସ୍ଥିତିଶୀଳ; ଦଣ୍ଡାୟ— ମାନ) — ଅଗୁରୁ ଧୁମ ଘନ ମଣି କେକୀ ଥାଟ। କୃଷ୍ଣସିଂହ. ମହାଭାରତ. ବନ।