ଥାକ ମାରିବା

  • ଦେ. କ୍ରି — ତାକ ମାରିବା (ଦେଖ); 2 । କୌଣସି ବିଷୟର ପ୍ରସଙ୍ଗକ୍ରମେ ତହିଁର ବିରୁଦ୍ଧ ବା ନିଃସମ୍ପର୍କୀୟ ବା ଅସମ୍ଭବ ବିଷୟ ଉତ୍ଥାପନ କରିବା। — ତାକ ମାରିବା (ଦେଖ);2 କୌଣସି ବିଷୟର ପ୍ରସଙ୍ଗକ୍ରମେ ତହିଁର ବିରୁଦ୍ଧ ବା ନିଃସମ୍ପର୍କୀୟ ବା ଅସମ୍ଭବ ବିଷୟ ଉତ୍ଥାପନ କରିବା