ଥାକୁଲ୍ଥାକୁଲ୍ Thākulthākul

  • ଦେ. ବିଣ (ସଂ. ସ୍ଥୂଳ) — ଥଲ୍ଥଲିଆ; ସ୍ଥୂଳକାୟ ଓ ଦେହରୁ ମାଂସପୁଟା ଓହଳି ପଡ଼ୁଥିବା — Corpulent; stout
  • ଦେ. ବିଣ (ସଂ. ସ୍ଥୂଳ) — ଗଛ ଦିଓଟି ଅଧାଭଳିଆ ଥାକୁଲ ଥାକୁଲ— ଫକୀରମୋହନ, ଛମାଣ ଆଠଗୁଣ୍ଠ।
  • ଦେ. ବିଣ (ସଂ. ସ୍ଥୂଳ) — ଥଲ ଥଲ; କୋମଳ ଓ କାଦୁଆ — Flabby; soft and thick
  • ଦେ. ବିଣ (ସଂ. ସ୍ଥୂଳ) — ଲେସଡ଼ି ପଡ଼ୁଥିବା — Soft and waxy