ଥାକବସ୍ତି Thākabasti

  • ବୈଦେ. ବି. (ହି. ଥୋକବସ୍ତ; ଥାକ=ଗାଆଁର ସରହଦ) — ଜମିର ସୀମା ନିର୍ଦ୍ଧାରଣସୂଚକ ମାପ ବା ଜରୀବ୍ — Cadastral survey
  • ବୈଦେ. ବି. (ହି. ଥୋକବସ୍ତ; ଥାକ=ଗାଆଁର ସରହଦ) — ଭିନ୍ନ ଭିନ୍ନ କ୍ଷେତ୍ରର ସୀମା ନିର୍ଦ୍ଧାରଣ — Ascertainment or filing up of the boundaries of different plots
  • ବୈଦେ. ବି. (ହି. ଥୋକବସ୍ତ; ଥାକ=ଗାଆଁର ସରହଦ) — ଭିନ୍ନ ଭିନ୍ନ କ୍ଷେତ୍ରର ଶ୍ରେଣୀ ନିରୂପଣ — Classification of different classes of lands
  • ବୈଦେ. ବି. (ହି. ଥୋକବସ୍ତ; ଥାକ=ଗାଆଁର ସରହଦ) — ଜମିର ସୀମା ଆଦି ନିରୂପକ କାଗଜପତ୍ର — Zamindari papers relating to cadastral survey