ତ୍ୟାଗିୟ Tyāgiya

  • ଦେ. ବିଣ. (କଚିରିଆ ଭାଷା; ସଂ. ତ୍ୟାଜ୍ୟ) — ତ୍ୟାଗ କରାଯାଇ ଥିବା; ମୃତବ୍ଯକ୍ତିଦ୍ୱାରା ତ୍ୟକ୍ତ; ମୃତବ୍ଯକ୍ତି ଛାଡ଼ି — Left; left by the deceased
  • ଦେ. ବିଣ. (କଚିରିଆ ଭାଷା; ସଂ. ତ୍ୟାଜ୍ୟ) — (ଯଥା—ମହନ୍ତଙ୍କ ତ୍ୟାଗିଆ ସମ୍ପତ୍ତିରେ ଚେଲା ମାଲିକ ହେଲେ।)