ତ୍ୟାଗପତ୍ର Tyāgapatra
- ସଂ. ବି. (ସଂ. ପଦ୍ଯ, କିନ୍ତୁ ଦେଶଜରୂପେ ବ୍ଯବହୃତ) — ତଲାକନାମ; ଛାଡ଼ପତ୍ର; ସ୍ୱାମୀ ସ୍ତ୍ରୀକୁ ତ୍ୟାଗ କଲେ ଯେଉଁ ଦଲିଲ ଲେଖିଦିଏ — Deed of divorce
- ସଂ. ବି. (ସଂ. ପଦ୍ଯ, କିନ୍ତୁ ଦେଶଜରୂପେ ବ୍ଯବହୃତ) — କୌଣସି ବିଷୟରୁ ସ୍ୱତ୍ୱ ପରିତ୍ୟାଗ କରିବା ନିମନ୍ତେ କରାରନାମ; ନାଦାବୀ ପତ୍ର — Deed of relinquishment
- ସଂ. ବି. (ସଂ. ପଦ୍ଯ, କିନ୍ତୁ ଦେଶଜରୂପେ ବ୍ଯବହୃତ) — ଇସ୍ତଫା — Resignation