ତ୍ୟାଗଶୀଳ Tyāgaṣīḻa

  • ସଂ. ବିଣ. ପୁଂ. (ବହୁବ୍ରୀହି; ତ୍ୟାଗ+ଶୀଳ) — ତ୍ୟାଗପ୍ରକୃତିକ; ଦାନୀ — Liberal
  • ସଂ. ବିଣ. ପୁଂ. (ବହୁବ୍ରୀହି; ତ୍ୟାଗ+ଶୀଳ) — ସ୍ୱାର୍ଥତ୍ୟାଗୀ — Self-denying; self-sacrificing