ତ୍ୟାଗିଲା Tyāgilā

  • ଦେ.ବିଣ. — ତ୍ୟକ୍ତ ହୋଇଥିବା; ତ୍ୟାଗ କରାଯାଇ ଥିବା — Abandoned
  • ଦେ.ବିଣ. — ତ୍ୟାଗିଲା ପିଣ୍ଡରେ କେହୁ ପୂରାଇବ ପ୍ରାଣ। ପ୍ରାଚୀ. ରହସ୍ୟ ମଞ୍ଜରୀ ।