ତ୍ରୁଟି Truṭi

  • ସଂ. ବି. ସ୍ତ୍ରୀ (ତ୍ରୁଟ୍ ଧାତୁ+କର୍ମ. ଈ) — ଅଂଶ; ଖଣ୍ଡ; କ୍ଷୁଦ୍ର ଖଣ୍ଡ — A small bit; fragments
  • ସଂ. ବି. ସ୍ତ୍ରୀ (ତ୍ରୁଟ୍ ଧାତୁ+କର୍ମ. ଈ) — କାର୍ତ୍ତିକେୟଙ୍କର ଏକମାତୃକା — One of the foster mothers of Kārttikeya
  • ସଂ. ବି. ସ୍ତ୍ରୀ (ତ୍ରୁଟ୍ ଧାତୁ+କର୍ମ. ଈ) — କମତି; ନ୍ୟୁନତା; ଅଳ୍ପତା — Defect; omission; deficit
  • ସଂ. ବି. ସ୍ତ୍ରୀ (ତ୍ରୁଟ୍ ଧାତୁ+କର୍ମ. ଈ) — କ୍ଷତି; ଲୋକସାନ — Loss
  • ସଂ. ବି. ସ୍ତ୍ରୀ (ତ୍ରୁଟ୍ ଧାତୁ+କର୍ମ. ଈ) — ଅଭାବ — Want
  • ସଂ. ବି. ସ୍ତ୍ରୀ (ତ୍ରୁଟ୍ ଧାତୁ+କର୍ମ. ଈ) — ଅପଚୟ — Waste; deterioration
  • ସଂ. ବି. ସ୍ତ୍ରୀ (ତ୍ରୁଟ୍ ଧାତୁ+କର୍ମ. ଈ) — ଅନିଷ୍ଟ, ହାନି — Loss; injury; mischief
  • ସଂ. ବି. ସ୍ତ୍ରୀ (ତ୍ରୁଟ୍ ଧାତୁ+କର୍ମ. ଈ) — ଭୁଲ — Mistake
  • ସଂ. ବି. ସ୍ତ୍ରୀ (ତ୍ରୁଟ୍ ଧାତୁ+କର୍ମ. ଈ) — ଦୋଷ; ଅପରାଧ — Fault; crime; neglect of duty
  • ସଂ. ବି. ସ୍ତ୍ରୀ (ତ୍ରୁଟ୍ ଧାତୁ+କର୍ମ. ଈ) — ଅଙ୍ଗୀକାର ଭଙ୍ଗ — Breach of promise
  • ସଂ. ବି. ସ୍ତ୍ରୀ (ତ୍ରୁଟ୍ ଧାତୁ+କର୍ମ. ଈ) — ସ୍ଖଳନ — Act of slipping away; deviation from the path of rectitude
  • ସଂ. ବି. ସ୍ତ୍ରୀ (ତ୍ରୁଟ୍ ଧାତୁ+କର୍ମ. ଈ) — କ୍ଷଣକାଳ; ଦୁଇ, (ମତାନ୍ତରରେ) ଚାରି ଓ (ମତାନ୍ତରରେ) ପାଞ୍ଚ କ୍ଷଣ ପରିମିତ କାଳ — A short space of time; a moment