ତ୍ରିହୁତ Trihuta

  • ଦେ. ବି (ନାମ) (ସଂ. ତୀରଭୁକ୍ତି) — ତିରହୁତ୍ ମିଥିଳା ଅନ୍ତର୍ଗତ ଦେଶ; ଆଧୁନିକ ବିହାରର ଦ୍ୱାରଭଙ୍ଗ ଓ ମଜଫରପୁର ଜିଲ୍ଲା — Tirhoot
  • ଦେ. ବି (ନାମ) (ସଂ. ତୀରଭୁକ୍ତି) — [ଦ୍ର—ଏହାକୁ ଗଙ୍ଗା, ଗଣ୍ଡକୀ ଓ କୌଶିକୀ ଏହି ତିନି ଗୋଟି ନଦୀ ଘେରି ରହିଅଛି।]