ତ୍ରିସ୍ରୋତାଃ Trisrotāḥ

  • ସଂ. ବିଣ. ସ୍ତ୍ରୀ (ବହୁବ୍ରୀହି; ତ୍ରି+ସ୍ରୋତସ୍) — ତିନି ଧାରରେ ବୋହି ଯାଉଥିବା — Flowing in three currents
  • ବି — ତ୍ରିପଥଗା; ଗଙ୍ଗାନଦୀ; ଭାଗୀରଥି — The river Ganges (said to flow through three worlds)