ତ୍ରୁଟିତ Truṭita

  • ସଂ. ବିଣ (ତ୍ରୁଟ୍. ଧାତୁ+କର୍ମ. ତ) — କଟା ଯାଇଥିବା — Cut
  • ସଂ. ବିଣ (ତ୍ରୁଟ୍. ଧାତୁ+କର୍ମ. ତ) — ଭଗ୍ନ; ଭଙ୍ଗା — Broken
  • ସଂ. ବିଣ (ତ୍ରୁଟ୍. ଧାତୁ+କର୍ମ. ତ) — ସ୍ଖଳିତ — Deviated
  • ସଂ. ବିଣ (ତ୍ରୁଟ୍. ଧାତୁ+କର୍ମ. ତ) — ଆଘାତପ୍ରାପ୍ତ; ଆହତ — Hurt; injured