ତ୍ରିହାୟଣୀ Trihāyaṇī
- ସଂ. ବି. ସ୍ତ୍ରୀ (ବହୁବ୍ରୀହି; ତ୍ରି+ହାୟନ+ସ୍ତ୍ରୀ. ଈ) — ତିନି ବର୍ଷିୟା ଗାଈ; ଛଡ଼ା — A heifer three years old
- ସଂ. ବି. ସ୍ତ୍ରୀ (ବହୁବ୍ରୀହି; ତ୍ରି+ହାୟନ+ସ୍ତ୍ରୀ. ଈ) — (ପୁରାଣ ମତରେ ତିନିଯୁଗରେ ଜନ୍ମଗ୍ରହଣ କରିଥିବା ସ୍ତ୍ରୀ) ଦ୍ରୌପଦୀ — Dra̲u̲padi
- ସଂ. ବି. ସ୍ତ୍ରୀ (ବହୁବ୍ରୀହି; ତ୍ରି+ହାୟନ+ସ୍ତ୍ରୀ. ଈ) — [ଦ୍ର—ଏ ସତ୍ୟ ଯୁଗରେ ବେଦବତୀ, ତ୍ରେତାରେ ଜାନକୀ, ଦ୍ୱାପରରେ ଦ୍ରୌପଦୀ ରୂପ ଜନ୍ମଗ୍ରହଣ କରିଥିଲେ।]