ତ୍ରିଦଳ Tridaḻa

  • ସଂ. ବିଣ — ଯାହାର ତିନିଗୋଟି ପତ୍ର ଥାଏ — Having three leaves
  • ସଂ. ବିଣ — ଯେଉଁ ପତ୍ରର ତିନିଗୋଟି ଶାଖା ଥାଏ — (leaf) Having three branches
  • ସଂ. ବି. — ବେଲ ଗଛ — The Bel tree