ତ୍ରିଦଶ Tridaṡa
- ସଂ. ବି. (ତ୍ରି=ତାପତ୍ରୟ+ଦଶ୍ ଧାତୁ=ନାଶ କରିବା+କର୍ତ୍ତୃ. ଅ; ଯେଉଁମାନେ ଜୀବର ଆଧ୍ୟାତ୍ମିକ, ଆଧିଭୌତିକ, ଆଧିଦୈବିକ ତାପମାନ ବିନାଶ କରନ୍ତି) — ଦେବତା, ଅମର — The Gods; the Immortals
- ସଂ. ବିଣ. (ତ୍ରିଅଧିକ ବା ତ୍ରିରାବୃତ୍ତ ଦଶ) — 33 ସଂଖ୍ୟା ବିଶିଷ୍ଟ (ଯଥା—ଆଦିତ୍ୟ 12 ରୁଦ୍ର 11 , ବସୁ 8 , ବିଶ୍ୱଦେବ 2 = 33 ଦେବ) — 33ସଂଖ୍ୟା ବିଶିଷ୍ଟ (ଯଥା—ଆଦିତ୍ୟ12ରୁଦ୍ର11, ବସୁ8, ବିଶ୍ୱଦେବ2=33ଦେବ)—Numbering 33
- ଦେ. ଓ ବି. ବିଣ. (ସଂ. ତ୍ରୟୋଦଶ) — 13 ସଂଖ୍ୟା — 13ସଂଖ୍ୟା— The number thirteen
- ଦେ. ଓ ବି. ବିଣ. (ସଂ. ତ୍ରୟୋଦଶ) — ତ୍ରିଦଶ ଅଧ୍ୟାୟ ସମ୍ପୂର୍ଣ୍ଣ ଶ୍ରୀକୃଷ୍ଣ ଗୁଣ ଗଣ ଧ୍ୟାନ। ପ୍ରାଚୀ. ପୂର୍ଣ୍ଣତମଚନ୍ଦ୍ରୋଦୟ।