ତ୍ରିଦଣ୍ଡୀ Tridaṇḍī

  • ସଂ. ବିଣ. (ତ୍ରିଦଣ୍ଡ+ ଅଛି ଅର୍ଥରେ ଇନ୍; 1 ମା. 1 ବ) — ତ୍ରିଦଣ୍ଡବିଶିଷ୍ଟ — Consisting of three sticks
  • ସଂ. ବିଣ. (ତ୍ରିଦଣ୍ଡ+ ଅଛି ଅର୍ଥରେ ଇନ୍; 1 ମା. 1 ବ) — ତ୍ରିଯଷ୍ଟିବାହକ — Carrying three sticks
  • ସଂ. ବିଣ. (ତ୍ରିଦଣ୍ଡ+ ଅଛି ଅର୍ଥରେ ଇନ୍; 1 ମା. 1 ବ) — ତ୍ରିଦଣ୍ଡଧାରୀ — Carrying the triple staff
  • ବି — ଯେଉଁ ବ୍ଯକ୍ତି ଆପଣାର କାୟମନୋବାକ୍ୟ (ମନ ବଚନ ଓ କର୍ମ ଏହି ତିନି) କୁ ସଂଯମ କରିଅଛି — One who has succeeded in controlling his mind, body and action
  • ବି — ତ୍ରିଦଣ୍ଡଧାରୀ ପରିବ୍ରାଜକ ସନ୍ନ୍ୟାସୀବିଶେଷ — A class of wandering ascetics carrying the triple staff
  • ବି — ଯଜ୍ଞୋପବୀତ (ଏଥିରେ ତିନି ସରିରେ ତିନୋଟି ଲେଖାଏ ଖିଅ ଥାଏ) — The sacred thread worn by the higher castes amongst the Hindus