ତ୍ରିତାପ Tri tāpa

  • ସଂ. ବି. (ସମାହାର ଦ୍ୱିଗୁ; ତ୍ରି+ତାପ) — ସଂସାରରେ ମନୁଷ୍ୟ ଭୋଗ କରିବା ତ୍ରିବିଧ ଦୁଃଖ; ଆଧ୍ୟାତ୍ମିକ, ଆଧିଭୌତିକ, ଆଧିଦୈବିକ ଦୁଃଖ — The three classes of worldly troubles to which man is liable, viz, spiritual or mental, bodily and those inflicted by Divine a agency