ତ୍ରସ୍ତ Trasta
- ସଂ. ବିଣ. ପୁଂ (ତ୍ରସ୍ ଧାତୁ+ଶୀଳାଦ୍ୟର୍ଥେ. କର୍ତ୍ତୃ.ତ) — ଭୀତ — Terrified; afraid; frightened
- ସଂ. ବିଣ. ପୁଂ (ତ୍ରସ୍ ଧାତୁ+ଶୀଳାଦ୍ୟର୍ଥେ. କର୍ତ୍ତୃ.ତ) — ଶଶବ୍ୟସ୍ତ; ତ୍ରାସଯୁକ୍ତ; ଚକିତ — Affrighted; alarmed
- ସଂ. ବିଣ. ପୁଂ (ତ୍ରସ୍ ଧାତୁ+ଶୀଳାଦ୍ୟର୍ଥେ. କର୍ତ୍ତୃ.ତ) — ତରଛ; ଭୟକମ୍ପିତ; ଛାନିଆଁ — Trembling with fear
- ସଂ. ବିଣ. ପୁଂ (ତ୍ରସ୍ ଧାତୁ+ଶୀଳାଦ୍ୟର୍ଥେ. କର୍ତ୍ତୃ.ତ) — ପୀଡ଼ିତ (ହି. ଶବ୍ଦସାଗର) — Sickened