ତ୍ରସୁର Trasura

  • ସଂ. ବି.ପୁଂ (ତ୍ରସ୍ ଧାତୁ+କର୍ତ୍ତୃ. ଉର) — ପେଚା; ପେଚକ — An owl
  • ସଂ. ବି.ପୁଂ (ତ୍ରସ୍ ଧାତୁ+କର୍ତ୍ତୃ. ଉର) — ବିଲୁଆ; ଶୃଗାଳ — Jackal
  • ସଂ. ବି.ପୁଂ (ତ୍ରସ୍ ଧାତୁ+କର୍ତ୍ତୃ. ଉର) — ଭାଲୁ; ଭଲ୍ଲୁକ — A bear
  • ବିଣ. ପୁଂ — ଭୀରୁ; ଡରୁଆ — Timid