ତ୍ରସରେଣୁ Trasareṇu

  • ସଂ. ବି. (ତ୍ରସ=ଗମନଶୀଳ+ରେଣୁ=କଣା) — ସୂର୍ଯ୍ୟଙ୍କର ଜଣେ ପତ୍ନୀ — A wife of Sun-god
  • ସଂ. ବି. (ତ୍ରସ=ଗମନଶୀଳ+ରେଣୁ=କଣା) — 30 ଗୋଟି ପରମାଣୁର ସମଷ୍ଟି — 30ଗୋଟି ପରମାଣୁର ସମଷ୍ଟି— . 30 molecules; a mote
  • ସଂ. ବି. (ତ୍ରସ=ଗମନଶୀଳ+ରେଣୁ=କଣା) — ଅତି ସୁକ୍ଷ୍ମ କଣା — Very slender particle
  • ସଂ. ବି. (ତ୍ରସ=ଗମନଶୀଳ+ରେଣୁ=କଣା) — ଝରକା ଆଦିର ଛିଦ୍ର ବାଟେ ପଡ଼ୁଥିବା ସୂର୍ଯ୍ୟକିରଣର ରେଖାରେ ଯେଉଁ ଧୁଳି ଉଡ଼ିବାର ଦେଖାଯାଏ — Mote in a sunbeam; minute particles of dust seen floating in a sunbeam passing through a fissure
  • ସଂ. ବି. (ତ୍ରସ=ଗମନଶୀଳ+ରେଣୁ=କଣା) — [ଦ୍ର—ମନୁଙ୍କ ମତରେ 1 ତ୍ରସରେଣୁ= 3 ପରମାଣୁ; ବୈଦ୍ଯକ ମତରେ 1 ପରମାଣୁ= 30 ପରମାଣୁ— ହି. ଶବ୍ଦସାଗର।] — [ଦ୍ର—ମନୁଙ୍କ ମତରେ1ତ୍ରସରେଣୁ=3ପରମାଣୁ; ବୈଦ୍ଯକ ମତରେ1ପରମାଣୁ=30ପରମାଣୁ— ହି. ଶବ୍ଦସାଗର]