ତ୍ରାଣ Trāṇa
- ସଂ. ବି. (ତ୍ରୈ ଧାତୁ+ଭାବ ଅନ) — ରକ୍ଷା — Preservation; protection
- ସଂ. ବି. (ତ୍ରୈ ଧାତୁ+ଭାବ ଅନ) — ମୁକ୍ତି; ମୋକ୍ଷ — Salvation; redemption
- ସଂ. ବି. (ତ୍ରୈ ଧାତୁ+ଭାବ ଅନ) — ବିପଦରୁ ଉଦ୍ଧାର — Deliverance from danger
- ସଂ. ବି. (ତ୍ରୈ ଧାତୁ+ଭାବ ଅନ) — ତ୍ରାୟମାଣା (ଦେଖ) — Trāyamāṇā (See)
- ବିଣ—(+କର୍ତ୍ତୃ. ଅନ) — ରକ୍ଷାକର୍ତ୍ତା; ରକ୍ଷକ; ତ୍ରାତା — Rescuing; delivering; saving
- ବିଣ—(+କର୍ତ୍ତୃ. ଅନ) — (+କର୍ମ. ତ) ରକ୍ଷିତ — Saved; protected; rescued